Jump to content

ମୁତୁଡ଼ୀ

ଉଇକିଅଭିଧାନ‌ରୁ

ମୁତୁଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର କଣ୍ଟକୀ ଲତା; କୁମ୍ଭାଟୁଆ — A kind of thorny creeper used as tooth-stiek.

[ଦ୍ରଷ୍ଟବ୍ୟ —ଏହା ଦାନ୍ତ କାଠରୂପେ ବ୍ୟବହୃତ ହୁଏ -ଏହା -ଦୁଇପ୍ରକାର. -ଯଥା—୧ -ଗାଇଆ—ସରୁ

୨. ମଇଁଷିଆ—ମୋଟା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମୁତୁରାଇ ସ୍ତ୍ରୀ ଲିଙ୍ଗ —Feminine of Muturā