ମୁତୁରା
ଦେଖଣା
ମୁତୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁତୁରା
|
[ମୁତୁରୀ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେ ଅତ୍ୟଧିକ ପ୍ରସ୍ରାବ କରେ —Given to much urination; having tendency to pass urine often,
(ଉ—'ତୁ ତ ମୁତୁରା ମୁଁ ତ ମୁତୁରୀ, ଶେଯ କାହିଁ ପାଇଁ ଧୋଇବା ଢଗ)
- ୨. ମୁତ୍ରଗନ୍ଧ ଯୁକ୍ତ —୨. Having the smell of urine.