ମୁତୁରି
ଦେଖଣା
ମୁତୁରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର କଣ୍ଟକୀ ଲତା; କୁମ୍ଭାଟୁଆ — A kind of thorny creeper used as tooth-stick.
[ଦ୍ରଷ୍ଟବ୍ୟ —ଏହା ଦାନ୍ତ କାଠରୂପେ ବ୍ୟବହୃତ ହୁଏ -ଏହା -ଦୁଇପ୍ରକାର, -ଯଥା—୧ -ଗାଇଆ—ସରୁ
- ୨. ମଇଁଷିଆ—ମୋଟା]
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମୁତୁରାଇ ସ୍ତ୍ରୀ ଲିଙ୍ଗ —Feminine of Muturā