ମୁତେଇବା
ଦେଖଣା
ମୁତେଇବା
ଉଚ୍ଚାରଣ
[ସମ୍ପାଦନା]ମୁତ(ତେ)ଇ ପକାଇବା, ମୁତା(ତେ)ଇ ଦେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ମୁତିବା କ୍ରିୟାର ଣିଜନ୍ତ ରୂପ)
[ସମ୍ପାଦନା]ପ୍ରହାରାଦିର ଭୟପ୍ରଦର୍ଶନଦ୍ୱାରା ବା ପ୍ରହାରାଦିଦ୍ୱାରା ମୁତ୍ରୋତ୍ସର୍ଗ କରାଇବା — To cause a person to pass urine involuntarily through terror or as a result of sound beating.
[ଦ୍ରଷ୍ଟବ୍ୟ —କୌଣସି କୌଣସି ବ୍ୟକ୍ତି ଭୀତତ୍ରସ୍ତ ହେଲେ କିମ୍ୱା ବେଜାଏ ମାଡ଼ ଖାଇଲେ ହଗି ମୁତି ପକାନ୍ତି]