Jump to content

ମୁତେଇ ଆଣିବା

ଉଇକିଅଭିଧାନ‌ରୁ

ମୁତେଇ ଆଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ଶିଶୁର ଘର ମଧ୍ୟରୁ ବାହାର ପ୍ରସ୍ରାବ କରିବାକୁ ଯିବା ସମୟରେ ତା ସଙ୍ଗେ ଯାଇ ସେ ମୁତି ସାରିବା ପରେ ତା ସଙ୍ଗେ ଫେରି ଆସିବା —To bring back a child after its passing urine outside a room.