Jump to content

ମୁତୋଫା

ଉଇକିଅଭିଧାନ‌ରୁ

ମୁତୋଫା

ଉଚ୍ଚାରଣ

[ସମ୍ପାଦନା]
(ମୁତୋଫିଆ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (କଚିରିଆ)—(ଆରବୀ - ମୁତବଫା)

[ସମ୍ପାଦନା]

ମୃତ; ପରଲୋକ ଗତ Dead; deceased; the late (so and so).

[ଦ୍ରଷ୍ଟବ୍ୟ —ଏଥିର ସାଙ୍କେତିକ ମୁ ଓ ଏହା ମୃତ ବ୍ୟକ୍ତିର ନାମ ଶେଷରେ ବା ପୂର୍ବରେ ଯୋଗହୁଏ ଯଥା—ଶ୍ରୀ ବିଶ୍ୱନାଥ ମହାପାତ୍ର ମୁ =ମୃତ ବିଶ୍ୱନାଥ ମହାପାତ୍ର]