ମୁତୋଲୀ
ଦେଖଣା
ମୁତୋଲୀ
ଉଚ୍ଚାରଣ
[ସମ୍ପାଦନା]ମୁତାଓ(ବ)ଲୀ, ମୁତବାଲୀ, ମୁତ୍ୱାଲୀ—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁତବଲୀ)
[ସମ୍ପାଦନା]- ୧. ମସଜିତ୍ ଆଦିସାଧାରଣ ସମ୍ପତ୍ତିର ମାରଫତଦାର —୧. The trustee of a public endowment.
- ୨. ନାବାଲଗର ଓ ତାହାର ସମ୍ପତ୍ତିର ଅଭିଭାବକ —୨. Guardian of a minor's person and property.