ମୁଥା ମୁଥି
ଦେଖଣା
ମୁଥା ମୁଥି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁଥା ମୁଥି
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ମୁଥକା ମୁଥ; ଥରକୁ ଥର — Repeatedly.
ଦେଶଜ - କ୍ରି. ବିଣ—(ସଂସ୍କୃତ - ମୁଷ୍ଟା ମୁଷ୍ଟି)
[ସମ୍ପାଦନା]ମୁଥ ମରା ମରି ହେବା —Mutual dealing of blows with the fist.
(ଉ—ମୁଷ୍ଟାମୁଷ୍ଟି ମୁଥ ମୁଥି କଚାକଚି ରଚି, ଗଡ଼ିଲେ ଅବନୀ ତଳେ ବେନି ରଣ— ଗୋଳେ ରାଧାନାଥ. ମହାଯାତ୍ରା)