ମୁଦାଇ ମୁଦାଲା
ଦେଖଣା
ମୁଦାଇ ମୁଦାଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁଦାଇ ମୁଦାଲା
|
ବୈଦେଶିକ - ବିଶେଷ୍ୟ - (କଚିରିଆ; ସହଚର; ଫାରାସୀ - ମୁଦ୍ଦଇ+ ମୁଦାଅ ଲେହ)
[ସମ୍ପାଦନା]ମକଦ୍ଦମାରେ ବାଦୀ ଓ ପ୍ରତିବାଦୀ —The complainant and the accused in a case.
(ଉ—ମୁଦେଇ ମୁଦାଲା ରାଜି, କିସ କରିବ କାଜୀ— ଢଗ)