ମୁଦାତେନ୍ତୁଳି
ଦେଖଣା
ମୁଦାତେନ୍ତୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଦାତେନ୍ତୁଳି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ରା+ତିତ୍ତିଡ଼ି)
[ସମ୍ପାଦନା]ତିନ୍ତୁଳିରୁ ମଞ୍ଜି ଓ ପାରୁ କାଢ଼ି ତାକୁ କୁଟି ପିଣ୍ଡ ଆକାରରେ ବାନ୍ଧିବା ଗୁଳା —Balls of tamarind after taking out the seeds fibres and pods therefrom.