Jump to content

ମୁଦାଦିଲା

ଉଇକିଅଭିଧାନ‌ରୁ

ମୁଦାଦିଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

(ମଜିଦାରୀ ସିରସ୍ତା ଓଡ଼ିଶାର ୧୮୪୨: ସାଲ ବନ୍ଦୋବସ୍ତରେ ବ୍ୟବହୃତ ଶବ୍ଦ ଆରବୀ - ମୁବାଦିଲା) ===

ବଦଳି —Exchange.

===ବିଶେଷଣ -

ବଦଳି କରାଯାଇ ଥିବା —Exchange.

(ଯଥା—ମୌଜେ ସିଦ୍ଧେଶ୍ୱରର ଖାରଜ ମମାଦିଲା ମୌଜେ କମାପୁର, ୫ମାଣ, ଅର୍ଥାତ୍ କମାପୁର ମୌଜାରୁ ୫ ମାଣ ଜମି ସିଦ୍ଧେଶ୍ୱର ପୁର ମଉଜାକୁ ବଦଳିରେ ନିଆଯାଇ ତହିଁ ବଦଳରେ ସିଦ୍ଧେଶ୍ୱରପୁର ମୌଜାରୁ କମାପୁର ମୌଜାକୁ ସେତିକି ଜମି ଦିଆଗଲା)