ମୁଦାଲା
ଦେଖଣା
ମୁଦାଲା
ଉଚ୍ଚାରଣ
[ସମ୍ପାଦନା](ମୁଦାଲିଆ [ୟା]—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁଦାଲା
|
ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଫାରାସୀ - ମୁଦ୍ଦା—ଅ—ଲହ୍)
[ସମ୍ପାଦନା]- ୧. ଫୌଜଦାରୀ ମକଦମାରେ ଆସାମୀ —୧. An accused in a criminal case.
- ୨. ଦେବାନି ମକଦ୍ଦମାରେ ପ୍ରତିବାଦୀ —୨. A defendant in a civil case.
[ଦ୍ରଷ୍ଟବ୍ୟ —ଦେବାନୀ ମକଦମାରେ ଦ୍ୱାତୀୟ ପକ୍ଷକୁ ପ୍ରତିବାଦୀ ବା ବିବାବୀ ବୋଲାଯାଏ ଫଉଜଦାରୀ ମକଦମାରେ ଦ୍ୱିତୀୟ ପକ୍ଷକୁ ମୁଦାଲା ବା ଆସାମୀ କୁହାଯାଏ]