ମୁଦା ଚନ୍ଦନ
ଦେଖଣା
ମୁଦା ଚନ୍ଦନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଦା ଚନ୍ଦନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେବବିଗ୍ରହର ଅଙ୍ଗରେ ବୋଳା ଯାଇଥିବା ଘୋରା ଚନ୍ଦନ କଢ଼ା ହେଲା ପରେ ଉକ୍ତ ଚନ୍ଦନରେ ବଳା ଯାଇଥିବା ଗୁଳା —Ball of sandal paste after it is scraped out of the body of an idol.