Jump to content

ମୁଦିଆ

ଉଇକିଅଭିଧାନ‌ରୁ

ମୁଦିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ରିକା; ପ୍ରା ମୁଦ୍ଦିଆ)

[ସମ୍ପାଦନା]

ମୁହପରି ଗୋଲାକାର ଧାତୁ ବଳୟ —A ring of metal.

[ଉ—ମୋଡ଼ା ନ ପଡ଼ିବାକୁ ଗୁଣ ମୁଦିଆକୁ; ଖଞ୍ଜିଲେ ନକୁଳ ଏ ଡାଳ ସେ ଡାଳକୁ କୃଷ୍ଣସିଂହ ମହାଭାରତ. ବିରାଟ]

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]

ଯେ ମୁଦି ପିନ୍ଧିଥାଏ —Wearing a ring.

(ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ସୁନାମୁଦିଆ)

(ଉ—ସୁନାମୁଦିଆ ହାତରେ ଚାପୁଡ଼ା ଖାଇଲେ ଗଙ୍ଗାସ୍ନାନ ଫଳ ମିଳେ ଢଗ)

ମୁଦିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ରିକା; ପ୍ରା ମୁଦ୍ଦିଆ)

[ସମ୍ପାଦନା]

ମୁହପରି ଗୋଲାକାର ଧାତୁ ବଳୟ —A ring of metal.

[ଉ—ମୋଡ଼ା ନ ପଡ଼ିବାକୁ ଗୁଣ ମୁଦିଆକୁ; ଖଞ୍ଜିଲେ ନକୁଳ ଏ ଡାଳ ସେ ଡାଳକୁ କୃଷ୍ଣସିଂହ ମହାଭାରତ. ବିରାଟ]

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]

ଯେ ମୁଦି ପିନ୍ଧିଥାଏ —Wearing a ring.

(ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ସୁନାମୁଦିଆ)

(ଉ—ସୁନାମୁଦିଆ ହାତରେ ଚାପୁଡ଼ା ଫାଇଲେ ଗଙ୍ଗାସ୍ନା ଫଳ ମିଳେ ଢଗ)