Jump to content

ମୁଦିତ

ଉଇକିଅଭିଧାନ‌ରୁ

ମୁଦିତ

ଉଚ୍ଚାରଣ

[ସମ୍ପାଦନା]
(ମୁଦିତା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୁଦ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

ଆନନ୍ଦିତ; ହୃଷ୍ଟ — Delighted; gratified

(ଉ—ମଧୁ—ମୁଦିତ ଦେଖ ଭୃଙ୍ଗକୁଳ ପ୍ରାଚୀ. ରସବାରିଧି)

ଦେଶଜ - ବିଶେଷଣ -

[ସମ୍ପାଦନା]

ମୁଦା ହୋଇଥିବା; ବନ୍ଦ ହୋଇଥିବା — Closed; shut up.