Jump to content

ମୁଦିତା

ଉଇକିଅଭିଧାନ‌ରୁ

ମୁଦିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

(ମୁଦିତ+ଆ) —Feminine of Mudita.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପରକୀୟା ନାୟିକା ବିଶେଷ —A class of concubines or heroines in love-stories.

(ଦ୍ର—ଯେଉଁ ନାୟିକାର ପର ପୁରୁଷ କାମନା ପରପୁରୁଷର ଆକସ୍ମିକ ଆଗମନଦ୍ୱାରା ଚରିତାର୍ଥ ହୁଏ—ହିନ୍ଦୀ - ଶ)