Jump to content

ମୁଦିର

ଉଇକିଅଭିଧାନ‌ରୁ

ମୁଦିର

ଉଚ୍ଚାରଣ

[ସମ୍ପାଦନା]
(ମୁଦିରା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ମୁଦ ଧାତୁ+କର୍ତ୍ତୃ. ଇର)

[ସମ୍ପାଦନା]
୧. ମେଘ —୧. Cloud.
୨. ଭେକ —୨. Frog.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. କାମୁକ — ୧. Amorous lascivious.
୨. ଲମ୍ପଟ — ୨. Licentious.