Jump to content

ମୁଦିରଥ

ଉଇକିଅଭିଧାନ‌ରୁ

ମୁଦିରଥ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀ ଜଗନ୍ନଥଙ୍କର ସେବକ ବିଶେଷ — A class of leading sebakas of the Deity Jagannātha at Puri.

[ଦ୍ରଷ୍ଟବ୍ୟ —ଏ ଜଗନ୍ନାଥଙ୍କ ନୂତନ କଳେବର ସମୟରେ ଜଗନ୍ନାଥ ପ୍ରତିମାଙ୍କ ଭିତରେ ଥିବା 'ବ୍ରହ୍ମ ପଦାର୍ଥ'ଙ୍କ ସ୍ଥାନାନ୍ତରିତ କରି ଆଣି ନୂତନ ପ୍ରତିମା ମଧ୍ୟରେ ସ୍ଥାପନ କରନ୍ତି ଏବଂ ପୁରୀ ରାଜାଙ୍କର ପ୍ରତିନିଧି ସ୍ୱରୁପ କେତେକ ସେବା କରନ୍ତି 'ଛଡ଼ା ମୁଦିରଥ ମଲା ସମାନ' ବୋଲି ଏକ ଢଗ ଉତ୍କଳ ଦେଶରେ ପ୍ରଚଳିତ ଅଛି ଏହାର ତାତ୍ପର୍ଯ୍ୟ ଏହି ଯେ, ରାଜାଙ୍କ ପ୍ରତିନିଧି ସ୍ୱରୂପ ମୁଦିରଥ ଜଗନ୍ନାଥଙ୍କର କେତେକ ସେବା ଚଳାନ୍ତି; ଯେତେବେଳେ ତାଙ୍କୁ ସେବାରୁ ଛଡ଼ାଇ ଦିଆଯାଏ ବା କାର୍ଯ୍ୟରୁ ଅନ୍ତର କରି ଦିଆଯାଏ, ସେ ସାଧାରଣ ସେବକ ଶ୍ରେଣୀରେ ଅନ୍ତର୍ଭୁକ୍ତ ନ ଥିବାରୁ ମୃତ ତୁଲ୍ୟ ବିବେଚିତ ହୁଅନ୍ତି]