ମୁଦୁଲି
ଦେଖଣା
ମୁଦୁଲି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୁମ୍ଭାରମାନଙ୍କ ବଂଶଗତ ଉପାଧି ବିଶେଷ — ୧. A family-title of potters.
- ୨. ଶୂଦ୍ରମାନଙ୍କର ଉପାଧି ବିଶେଷ — ୨. A family-title of ṡudras.
- ୩. (ସଂସ୍କୃତ - ମୁଦ୍ରା) ଜଗନ୍ନାଥଙ୍କ ମନ୍ଦିରର ସେବକବିଶେଷ —୩. A class of Sebakes of the Deity jagannath at puri.
[ଦ୍ରଷ୍ଟବ୍ୟ —ଏହି ଶ୍ରେଣିର ସେବକମାନେ ଦେଉଳରେ ପଡ଼ିବା କୋଲପମାନଙ୍କ ଉପରେ ସିଲ୍ ବା ମୁଦି ଦିଅନ୍ତି]