Jump to content

ମୁଦେଇବା

ଉଇକିଅଭିଧାନ‌ରୁ

ମୁଦେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ମୁଦିବା କ୍ରିୟାର ଣିଜନ୍ତ ରୂପ)

[ସମ୍ପାଦନା]

ମୁଦ୍ରିତ କରାଇବା —To cause to shut.

(ଉ— ଏହା ବାହାରେ କର କୋକନନ୍ଦ ଦୁଇ ଘୋଡ଼ାଇବା ବ୍ୟାକରେ ଦେଇଣ ମୁଦାର— କୃଷ୍ଣସିଂହ. ମହାଭାରତ. ବନ)