Jump to content

ମୁଦ୍

ଉଇକିଅଭିଧାନ‌ରୁ

ମୁଦ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଦ୍ ଧାତୁ+ଭାବେ. କ୍ୱିପ୍)

[ସମ୍ପାଦନା]
୧. ହର୍ଷ — ୧. Delight; joy.
୨. ଆନନ୍ଦ; ପ୍ରୀତ —୨. Pleasure.
୩. ସୁଖ —୩. Happiness.
୪. (+ କର୍ତ୍ତୃ. କ୍ୱିପ୍) ସ୍ତ୍ରୀ; ଭାର୍ଯ୍ୟା —୪. Wife.
୫. ନିଶାଦ୍ୱାରା ଉନ୍ନତ୍ତତା —୫. Intoxication.