ମୁଦ୍ଗଲ
ଦେଖଣା
ମୁଦ୍ଗଲ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ହର୍ଯ୍ୟଶ୍ୱ ପୁତ୍ର —Name of a prince of ancient India.
[ଦ୍ରଷ୍ଟବ୍ୟ — ଏହାଙ୍କ ପତ୍ନୀଙ୍କ ନାମ ଇନ୍ଦ୍ରସେନା—ବିଶ୍ୱକୋଷ]
- ୨. ଗୋତ୍ର ପ୍ରବର୍ତ୍ତକ ଋଷି ବିଶେଷ —୨. Name of a progeniter of a kind of grass.
- ୩. ତୃଣ ବିଶେଷ; ରୋହିଷତୃଣ — Name of a kind of grass.
- ୪. ପୁଷ୍ପ ବୃକ୍ଷ ବିଶେଷ; ଗନ୍ଧରାଜ ଫୁଲ ଗଛ —୪. Name of a flower tree.
- ୫. ମୁଗୁରା ମଲ୍ଲୀ — ୫. Double-petalled Jasmine.