ମୁଦ୍ଗ ପର୍ଣ୍ଣୀ
ଦେଖଣା
ମୁଦ୍ଗ ପର୍ଣ୍ଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଦ୍ଗ ପର୍ଣ୍ଣୀ
|
ସଂସ୍କୃତ - ବିଶେଷ୍ୟ - (ମୁଦ୍ଗ+ପର୍ଣ୍ଣ+ଇନ୍; ୧ମା. ୧ବ; ମୁଗ ପରି ପର୍ଣ୍ଣ ଯାହାର)
[ସମ୍ପାଦନା]ବଣ ମୁଗାନୀ; ଘୋଡ଼ା— ମୁଗ —Phaselus Trilbus; Phaseolus Aconitifolius.
[ଦ୍ରଷ୍ଟବ୍ୟ —ଏହା ଲଟାଳିଆ ସରୁ ଲୋମଶ ଗୁଳ; ଛୁଇଁ ଲୋମଶ ନୁହେଁ ଏହା ବନ୍ୟ ଜନ୍ମେ କ୍ୱିଚିତ୍ ନିକୃଷ୍ଟ ଜମିରେ ଚାଷ ହୁଏ ବୈଦିକ ମତେର ଏହା ଶୀତକାର୍ଯ୍ୟ, ରୁକ୍ଷ, ତିକ୍ତ ମଧୂର, ଶୁକ୍ର ବର୍ଦ୍ଧକ ଓ ଚକ୍ଷୂର ହିତକର ଏହା କ୍ଷତ, ଶୋଥ, ଗ୍ରହଣୀ ଯୁକ୍ତ ଜ୍ୱର, ଦାହ, କ୍ରିଦୋଷ, ଗ୍ରହଣୀ, ଅର୍ଶଃ ଓ ଅତିସାର ବିନାଶକୃ—ଦ୍ରବ୍ୟଗୁଣ]