Jump to content

ମୁଦ୍ଦତୀ

ଉଇକିଅଭିଧାନ‌ରୁ

ମୁଦ୍ଦତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟକାଳୀନ — ୧. Happening in a fixed time.
୨. ଯହିଁ ପାଇଁ କୌଣସି ସମୟ ନିର୍ଦ୍ଦିଷ୍ଟ ହୋଇ— ଅଛି —୨. For which a time-limit has been fixed.
୩. ଯାହାର ନିର୍ଦ୍ଦିଷ୍ଟ କାଳ ଗତି କରିଅଛି — ୩. Of which the fixed time is passed; time-expired.

(ଯଥା—ମୁଦ୍ଦତି ହୁଣ୍ଡୀ)

୪. (ଫାରାସୀ - ମୁଦତ୍ତୀ) କୌଣସି କାର୍ଯ୍ୟରେ ସ୍ଥାୟୀ ଭାବରେ ନିଯୁକ୍ତ ହୋଇ ଥିବା —୪. Permanently appointed.
୫. କୌଣସି ବିଶେଷ କାର୍ଯ୍ୟ ପାଇଁ ନିଯୁକ୍ତ — ୫. Deputed to do a particular work.