Jump to content

ମୁଦ୍ଦତ୍

ଉଇକିଅଭିଧାନ‌ରୁ

ମୁଦ୍ଦତ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ)—(ଫାରାସୀ - ମଦଦ୍)

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବା ବ୍ୟକ୍ତିକୁ ଦିଆଯିବା ସାହାଯ୍ୟ — ୧. Help rendered to a worker.
୨. କୌଣସି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ କୌଣସି ବ୍ୟକ୍ତିକୁ ପ୍ରେରଣ କରିବା —୨. Act of deputing a person to render help.

(ଯଥା—ଯାତ୍ରାରେ ଶାନ୍ତି ରକ୍ଷା କରିବା ପାଇଁ ପୁଲିସ୍ ମଦତ୍)—(ଫାରାସୀ - ମୁଦ୍ଦତ୍=ସମୟର ସୀମା) ===

୧. ସମୟର ବ୍ୟାପ୍ତି — ୧. Extent of time.
୨. ମିଆଦି ସମୟ; ସମୟର ସୀମା —୨. Limited time; fixed time-limit.