ମୁଦ୍ଦଫରାଶ୍
ଦେଖଣା
ମୁଦ୍ଦଫରାଶ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଦ୍ଦଫରାଶ୍
|
=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁର୍କାଫରୋଶ୍)
ତିଳକମାଟିଆ; ଯଉଁ ଲୋକମାନେ କୁଟମ୍ୱହୀନ ବ୍ୟକ୍ତିର ଶବ ବହନ ଓ ଦହନ କରନ୍ତି —A class of people who carry away and dispose of the dead bodies of persons dying without having any kinsman to dispose of them.