Jump to content

ମୁଦ୍ଦାଇ

ଉଇକିଅଭିଧାନ‌ରୁ

ମୁଦ୍ଦାଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]
(ମୁଦେୟା—ସ୍ତ୍ରୀ) 

ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଫାରାସୀ - ମୁଦ୍ଦାଇ)

[ସମ୍ପାଦନା]
୧. ଶତ୍ରୁ —୧. Enemy.
୨. (କଚିରିଆ) ମକଦ୍ଦମାରେ ଫେରିଆଦି; ବିଚାରାର୍ଥୀ —୨. Complainant in a case,

[ଦ୍ରଷ୍ଟବ୍ୟ —ଫଉଜଦାରୀ ମକଦ୍ଦମାରେ ପ୍ରଥମ ପକ୍ଷକୁ ମୁଦେଇ ଓ ବିପକ୍ଷକୁ ମୁଦାଲା ବୋଲାଯାଏ ଏବଂ ଦେବାନି ମକଦମାରେ ପ୍ରଥମ ପକ୍ଷକୁ ବାଦୀ ଓ ବିପକ୍ଷକୁ ପ୍ରତିବାଦୀ ବା ବିବାଦୀ ବୋଲାଯାଏ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ମୁଦାଲା —An accussed

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ବିପକ୍ଷ; ପ୍ରତିକୂଳ —Adversary; inimical.