ମୁଦ୍ରଣ
ଦେଖଣା
ମୁଦ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଦ୍ରାରୁ ମୁଦ୍ରିନାମ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ପୁସ୍ତକାଦି ମୁଦ୍ରିତକରଣ; ଛାପିବା — ୧. Printing.
- ୨. ଛାପା ମାରିବା; ମୋହର ମାରିବା — ୨. Impression; sealing.
- ୩. ବୁଜିବା; ନିମୀଳନ —୩. Closing; sealing.
- ୪. (+କରଣ. ଅନ) ହାତରେ ମୁଦି —୪. Finger-ring
- ୫. ନିଯମନ; କାର୍ଯ୍ୟର ପରିଚାଳନ ପାଇଁ ନିୟମାଦିରେ ପ୍ରଣୟନ ଓ ପ୍ରବର୍ତ୍ତନ (ହିନ୍ଦୀ - ଶ) —୫. Controlling; regulat ing.
- ୬. ଛାଞ୍ଜଦ୍ୱାରା ମୁଦ୍ରା ବା ସିଲ୍ ତିଆରି କରିବା (ହିନ୍ଦୀ - ଶ) —୬. Preparation of a seal or coin by means of a mould.