Jump to content

ମୁଦ୍ରାକର

ଉଇକିଅଭିଧାନ‌ରୁ

ମୁଦ୍ରାକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ଛାପାଖାନାରେ ଯେଉଁ ବ୍ୟକ୍ତି ଅକ୍ଷରମାନ ଯୋଡ଼ି କରି ବହି ଛାପନ୍ତି — ୧. A printer; a compositor.
୨. ଧାତୁ ଆଦିରେ ଖୋଦନ କାର୍ଯ୍ୟ କିରିବା କାରିଗର —୨. Engraver.
୩. ଯେ ମୁଦ୍ରା ବା ଟଙ୍କା ତିଆରି କରେ —୩. A coiner.