Jump to content

ମୁଦ୍ରାଙ୍କନ

ଉଇକିଅଭିଧାନ‌ରୁ

ମୁଦ୍ରାଙ୍କନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୁଦ୍ରା+ଅଙ୍କନ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ମୁଦ୍ରଣ; ଛାପିବା —୧. Printing.
୨. ମୁଦ୍ରିତ ପୁସ୍ତକର ସଂସ୍କରଣ —୨. Edition of a printed book.
୩. ମୋହର ମାରିବା —୩. Impression; sealing.