Jump to content

ମୁଦ୍ରାଲିପି

ଉଇକିଅଭିଧାନ‌ରୁ

ମୁଦ୍ରାଲିପି

ଉଚ୍ଚାରଣ

[ସମ୍ପାଦନା]

(ମୁଦ୍ରାକ୍ଷର—ଅନ୍ୟରୂପ)

ସଂସ୍କୃତ - ବି—(ମୁଦ୍ରା+ଲିପି, ମ. ପ. ଲୋ)

[ସମ୍ପାଦନା]
୧. ଛାପିବାରେ ବ୍ୟବହୃତ ଧାତୁନିର୍ମିତ ଅକ୍ଷରର ଛାଞ୍ଚ — ୧. Printing types.
୨. ମୁଦ୍ରାରେ ଲେଖାଥିବା ଅକ୍ଷର —୨. Letters or inscriptions found on coins.
୩. ଛାପା ଅକ୍ଷର — ୩, Printed letters.

[ଦ୍ରଷ୍ଟବ୍ୟ —ଲିପି ବା ଲେଖା (ବାରାହୀ ତନ୍ତ୍ର ମତରେ) ୫ ପ୍ରକାର, ଯଥା—ମୁଦ୍ରାଲିପି—ଛାପା ବା ଟାଇପ୍ ବା ମୋହରାର ଅକ୍ଷର ଶିଳ୍ପଲିପି—ଖୋଦିତ ବା ଚିତ୍ରିତ ଅକ୍ଷର ଲେଖନୀ ସମ୍ଭବାଲିପି—କଲମରେ ବା ଲେଖନରେ ଲେଖା ଅକ୍ଷର ଗୁଣ୍ଡିକା ଲିପି—ମୁରଜରେ ଲେଖା ଅକ୍ଷର ଘୃଣ ସମ୍ଭୁତା ଲିପି—ପୋକମାନେ କାଗଜ, ପତ୍ର, କାଠ ଆଦିକୁ କାଟିବାଦ୍ୱାରା ଅକ୍ଷର ପରି ଯେଉଁ ଚିହ୍ନମାନ ଆଙ୍କି ହୋଇଯାଏ

୪. ସିଲ୍ ମୋହର ପ୍ରଭୃତିରେ ଅଙ୍କିତ ଅକ୍ଷର — Monograms or letters contained in seals and stamps.