Jump to content

ମୁଦ୍ରାଶାସ୍ତ୍ର

ଉଇକିଅଭିଧାନ‌ରୁ

ମୁଦ୍ରାଶାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ମୁଦ୍ରାବିଜ୍ଞାନ, ମୁଦ୍ରାତତ୍ତ୍ୱ—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଆଧୁନିକ)

[ସମ୍ପାଦନା]

ଯେଉଁ ଶାସ୍ତ୍ରଦ୍ୱାରା ଦେଶର ପ୍ରାଚୀନ ମୁଦ୍ରାମାନଙ୍କ ସାହାୟତାରେ ଦେଶର ଐତିହାସିକ ତତ୍ତ୍ୱମାନ ଜଣାଯାଏ — Numismatics.