ମୁଦ୍ରାହାର
ଆଲିଙ୍ଗନ ରୂପ ହାର —An embrace compared to a necklace.
(ଉ—ନରନାଥ ଶ୍ରୀହରି ଚନ୍ଦନବୋଲେ ଗୋରି ! ନ ରସ ନୀଳବାହା ମୁଦ୍ରାହାରେ—କବିସୂର୍ଯ୍ୟ. କିଶୋରୀ ଚମ୍ପୂ ନ ଗୀତ)