Jump to content

ମୁଦ୍ରା ଦୋଷ

ଉଇକିଅଭିଧାନ‌ରୁ

ମୁଦ୍ରା ଦୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୁଦ୍ରା=ଦୋଷ; ମ. ପ. ଲୋ;)

[ସମ୍ପାଦନା]

କୌଣସି କୌମସି ବ୍ୟକ୍ତିଙ୍କର କଥା କହିବା ସମୟରେ ଅଭ୍ୟସ୍ତ ବିଶିଷ୍ଟ ବାଭୋଙ୍ଗୀ ବା ଅଙ୍ଗଭଙ୍ଗୀ ଆଦି — Mannerisms; individual peculiarities of certain persons (in using certain phrases and in waving some limbs) while talking, which have become a habit with them.

[ଦ୍ରଷ୍ଟବ୍ୟ —ଜଣେ ଜଣେ କଥା କହିବା ବେଳେ କଥା ପ୍ରସଙ୍ଗରେ ବାକ୍ୟରେ ମଝିରେ ମଝିରେ ତାଙ୍କର ପ୍ରିୟ ବ୍ୟକ୍ତିଗତ ବିଶିଷ୍ଟ ବାକ୍ୟ ବା ପଦମାନ କହିବାର ଦେଖାଯାଏ ଏହାକୁ ମୁଦ୍ରାଦୋଷ ବୋଲାଯାଏ ଯଥା ବର୍ତ୍ତମାନ, ବର୍ତମାନକାଶୁ, ଜାଣି ପାର ଯେ, କରି କରି, ଅବଧାନ୍ ବସି କରି, ଈଶ୍ୱର ଭଲ ଭଲ କରନ୍ତୁ, ଫୁଲାତ୍ ମାରୁ ତେରି, ଫେଣେ; ଶୁଣୁଚଟି କି, ସାବଧାନ୍ ଘ୍ୟାପ କେତେକ ଶିକ୍ଷିତ ବ୍ୟକ୍ତିଙ୍କଠାରେ ମଧ୍ୟ ଏ ଦୋଷ ଦେଖାଯାଏ କେହି କେହି କଥା କହିଲା ବେଳେ ମଝିରେ ମଝିରେ ମୁଣ୍ଡ ଟୁଙ୍ଗାରି ଦିଅନ୍ତି, ଶ୍ରୋତାର ଦେହରେ ହାତ ଲଗାଇ ଦିଅନ୍ତି ଏ ସବୁ ମଧ୍ୟ ଏହି ମୁଦ୍ରା ଦୋଷ ଶ୍ରେଣୀରେ ଅନ୍ତଗତ]