ମୁଦ ଶିଳା
ଦେଖଣା
ମୁଦ ଶିଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଦ ଶିଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ରିତ+ଶିଳା)
[ସମ୍ପାଦନା]ଯେଉଁ ପ୍ରସ୍ତରଖଣ୍ଡଦ୍ୱାରା ଦେଉଳର ମୁଣ୍ଡି ମରାଯାଏ ଓ ଯାହା ଉପରେ ଦହି— ନଉତି ବସେ —୧. The central stone which shuts the topmost last hole of a temple; the coping stone.
- ୨. ଯେଉଁ ମଧ୍ୟଖଣ୍ଡ ପ୍ରସ୍ତରଦ୍ୱାରା ଖିଲାଣ ବନ୍ଦ ହୁଏ; କୀଳ କୋପଳ —୨, The keystone of an arch.
[ଉ—ମୁଦଶିଳା ମୁଦେ ସମାଧିରେ ଗର୍ତ୍ତେ— ରାଧାନାଥ]