Jump to content

ମୁନସଫ୍

ଉଇକିଅଭିଧାନ‌ରୁ

ମୁନସଫ୍

ଉଚ୍ଚାରଣ

[ସମ୍ପାଦନା]

ମୁନ୍ସିଫ୍,ମୁନ୍ସେଫ ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଂସିଫ=ପରିଦର୍ଶକ, ପରିଚାଳକ)

[ସମ୍ପାଦନା]

ଇଂରାଜୀଶାସିତ ଜିଲ୍ଲାର ବା ମହକୁମାର ନିନ୍ମତମ ଦେବାନୀ ଅଦାଲତର ବିଚାରପତି — Munsiff; the presiding officer of the civil court of lowest jurusdiction in a judicial district or subdivsion.

[ଦ୍ରଷ୍ଟବ୍ୟ —ଇଂରେଜୀ ଭାଷାରେ ଏହି ଶବ୍ଦ ବ୍ୟବହାର ହେଲାଣି ମୋଗଲ ରାଜତ୍ୱ କାଳରେ ମୁନସଫ୍ମାନେ ଅମିନମାନଙ୍କର କାର୍ଯ୍ୟ ପରିଦର୍ଶନ କରୁଥିଲେ]