ମୁନସି
ଦେଖଣା
ମୁନସି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ମୁନ୍ସି—ଅନ୍ୟରୂପ]
ବୈଦେଶିକ - ବି—(ଆରବୀ - ମୁନ୍ସୀ= ରଚନା ନିପୁଣ; ଇଂରେଜୀ ଭାଷାରେ ମଧ୍ୟ ବ୍ୟବହୃତ ଶବ୍ଦ)
[ସମ୍ପାଦନା]- ୧. ଲେଖକ; ଲିପିକର; ରାଇଟର୍; ମୋହରର୍ — ୧. Writer; a scribe; a mohorir.
- ୨. କଚେରିରେ ଦେଶୀୟ ଭାଷାରେ ଲେଖିବା ମୋହରର୍; କିରାନି —୨. A Vernacular clerk.
- ୩. ପୁଲିସ୍ ସବ୍ ଇନ୍ସପେକ୍ଟର —୩. Police Sub-inspector.