Jump to content

ମୁନା

ଉଇକିଅଭିଧାନ‌ରୁ

ମୁନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁନ ଯୁକ୍ତ ଅସ୍ତ୍ର —୧. A sharp-pointed weapon.
୨. ତେଣ୍ଟା —୨. Harpoon.

ପ୍ରାଦେଶିକ - (ଖଡ଼ଆଳ) ବିଶେଷ୍ୟ -

[ସମ୍ପାଦନା]

ପଥର କାଟିବାର ମୁନିଆ ବଟାଳି —A pointed chisel for cutting stones.

ପ୍ରାଦେଶିକ - (ସମ୍ୱଲପୁର; ଣ ସ୍ଥାନରେ ନ ଉଚ୍ଚାରଣ)

[ସମ୍ପାଦନା]

ମୁଣା; ଥଳି —Bag; sack.

ଅନୁବାଦ

[ସମ୍ପାଦନା]

=== ପ୍ରାଦେଶିକ - ବିଶେଷଣ -

ମୁନିଆ —Sharp-pointed.