Jump to content

ମୁନାଫା

ଉଇକିଅଭିଧାନ‌ରୁ

ମୁନାଫା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଆରବୀ - ମୁନଫାଅତ୍; ମୁନାଫା)

[ସମ୍ପାଦନା]
୧. ନଫା; ଲଭ୍ୟ; ଲାଭ —୧. Profit.
୨. ଆୟରୁ ବ୍ୟୟ ବାଦ୍ ଯାଇ ବାକି ଯାହା ଲାଭ ହୁଏ — ୨. Net profit; gain.



ମୁନାଫା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ମୁନାଫା (ଦେଖ) - —Munaphā (See)