Jump to content

ମୁନାସୀବ୍

ଉଇକିଅଭିଧାନ‌ରୁ

ମୁନାସୀବ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ)—(ଆରବୀ - ମୁନାସୀବ୍)

[ସମ୍ପାଦନା]
୧. ଅବସ୍ଥାନୂରୂପ —୧. Suitable; fitting.
୨. ଦେଶକାଳ ପାତ୍ରର ଉପଯୋଗୀ; ଯଥା— ଯୋଗ୍ୟ; ଯଥୋଚିତ —୨. Proper under the circumstances.

(ଯଥା—ପକ୍ଷମାନ ଏ ମକଦମାର ତାରିଖରେ ହାଜର ନ ହେଲେ ମୁନାସିବ୍ ହୁକୁମ ସାଦର ହେବ)

୩. ପସନ୍ଦସହି —୩. According to one's choice.
୪. ସୁବିଧାଜନକ —୪. Convenient

ବିଶେଷ୍ୟ -

[ସମ୍ପାଦନା]

ପସନ୍ଦ —Choice.