ମୁନିନଗ
[ମୁନିତରୁ, ମୁନିଦ୍ରୁମ, ମୁନିପାଦପ, ମୁନିବୃକ୍ଷ—ଅନ୍ୟରୂପ]
ଅଗସ୍ତି ଗଛ —Sesbania Grandiflora.
[ଉ—ବିଶେଷତ ମୁନି ନଗରେ ସେ ମନୋହର ଭଞ୍ଜ. ବୈଦେହୀଶବିଳାସ]