ମୁନିନ୍ଦା
ଶୁଆଁ ଜାତୀୟ ଏକପ୍ରକାର ଘାସ —A kind of weed resembling the paddy plant.
[ଦ୍ରଷ୍ଟବ୍ୟ —ଏହାର ଗଛ ଧାନ ପରି ଏ ଗଛ ଧାନ କିଆରିରେ ହୁଏ ଓ ଧାନ ବଛା ବେଳେ ଚଷା ଏହାକୁ ବାଛି ବାଛି ଓପାଡ଼ନ୍ତି]