Jump to content

ମୁନି ବର

ଉଇକିଅଭିଧାନ‌ରୁ

ମୁନି ବର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ରେଷ୍ଠ ଋଷି; ମପର୍ଷି —୧. An eminent or great sage.
୨. ପୁଣ୍ଡରୀକ (ବକ୍ଷ) (ବିଶ୍ୱକୋଷ) —୨. Puṇḍarīka tree (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶା ଛନ୍ଦର ବଣୀ ବିଶେଷ —The tune of an Oriya chhānda