Jump to content

ମୁନି ଭେଷିକ

ଉଇକିଅଭିଧାନ‌ରୁ

ମୁନି ଭେଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁନିମାନଙ୍କର ଭେଷଜ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ହରିତତୀ; ହରିଡ଼ା —୧. The yellow myrobalan.
୨. ଅଗସ୍ତି ପୁଷ୍ପ —୨. The flower of Sesbania grandiflora.
୩. ଉପବାସ; ଲଙ୍ଘନ —୩. Fasting.