ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]
ବାୟା ଚଢ଼େଇ —Tailor bird.
[ଦ୍ରଷ୍ଟବ୍ୟ —ଏହି ଚଢ଼େଇ ଦୁଇ ଶ୍ରେଣୀର ଦେଖା ଯାଆନ୍ତି ଏକ ଶ୍ରେଣୀର ବାୟା ଚଢ଼େଇ ପତ୍ରମାନ ସିଲେଇ କରି ବସା ବାନ୍ଧି ସେଥିରେ ରହନ୍ତି ଅନ୍ୟ ଏକ ଶ୍ରେଣୀର ବାୟା ତାଳ ଓ ନଡ଼ିଆ ଆଦି ଡେଙ୍ଗା ଗଛମାନଙ୍କରେ ଓହଳି— ଥିବା ବସା କରି ବାସ କରନ୍ତି]