ମୁନୁସଫ୍
ଦେଖଣା
ମୁନୁସଫ୍
ଉଚ୍ଚାରଣ
[ସମ୍ପାଦନା]ମୁନ୍ସିଫ୍, ମୁନ୍ସେଫ ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁସିଫ=ପରିଦର୍ଶକ, ପରିଚାଳକ)
[ସମ୍ପାଦନା]ଇଂରାଜୀଶାସିତ ଜିଲ୍ଲାର ବା ମହକୁମାର ନିନ୍ମତମ ଦେବାନୀ ଅଦାଲତର ବିଚାରପତି — Munsiff; the presiding officer of the civil court of lowest jurusdiction in a judicial district or subdivsion.
[ଦ୍ରଷ୍ଟବ୍ୟ —ଇଂରେଜୀ ଭାଷାରେ ଏହି ଶବ୍ଦ ବ୍ୟବହାର ହେଲାଣି ମୋଗଲ ରାଜତ୍ୱ କାଳରେ ମୁନସଫ୍ମାନେ ଅମିନମାନଙ୍କର କାର୍ଯ୍ୟ ପରିଦର୍ଶନ କରୁଥିଲେ]