ମୁନେଇବା
ଦେଖଣା
ମୁନେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁନେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁନ କରିବା (ଦେଖ) - —୧. Muna karibā (See).
- ୨. (ମଞ୍ଜିରୁ ଛୋଟ ଗଜା) ଭୂମି ଉପରକୁ ବାହାରିବା; ଗୁଜୁରିବା; —୨. To sprout to send forth a sprout (said of a seed); to germinate.
ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -
[ସମ୍ପାଦନା]ଜନ୍ତୁର ଶରୀରର ଏକ ପାଖ ପୁଟି ଆର ପାଖରେ ଶରାଦିର ମୁନା ବାହାରିବା —(the pointed end of an arrow) To appear on the other side of the body of an animal pierced with it.