Jump to content

ମୁନ୍ସି

ଉଇକିଅଭିଧାନ‌ରୁ

ମୁନ୍ସି

ଅନୁବାଦ

[ସମ୍ପାଦନା]

[ମୁନ୍ସି—ଅନ୍ୟରୂପ]

ବୈଦେଶିକ - ବି—(ଆରବୀ - ମୁନ୍ସୀ= ରଚନା ନିପୁଣ; ଇଂରେଜୀ ଭାଷାରେ ମଧ୍ୟ ବ୍ୟବହୃତ ଶବ୍ଦ)

[ସମ୍ପାଦନା]
୧. ଲେଖକ; ଲିପିକର; ରାଇଟର୍; ମୋହରର୍ — ୧. Writer; a scribe; a mohorir.
୨. କଚେରିରେ ଦେଶୀୟ ଭାଷାରେ ଲେଖିବା ମୋହରର୍; କିରାନି —୨. A Vernacular clerk.
୩. ପୁଲିସ୍ ସବ୍ ଇନ୍ସପେକ୍ଟର —୩. Police Sub-inspector.



ଉଚ୍ଚାରଣ

[ସମ୍ପାଦନା]

$1

  • (file)