Jump to content

ମୁମୁକ୍ଷା

ଉଇକିଅଭିଧାନ‌ରୁ

ମୁମୁକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୁଚ୍ ଧାତୁ ତ୍ୟାଗ କରିବା+ଇଚ୍ଛାର୍ଥେ ସନ୍+ଆ+ ଆ)

[ସମ୍ପାଦନା]
୧. ମୋକ୍ଷ କାମନା —୧. Desire for salvation or liberation.
୨. ମୁକ୍ତି ପାଇବାର ଇଚ୍ଛା —୨. A wish for being released from a bond.