ମୁରଜ
ବାଦ୍ୟ ଅ ବିଶେଷ; ମୃଦଙ୍ଗା; ପଖୋଜ —A kind of drum.
(ଉ—ମୁରୁଜ ଡିଣ୍ଡିମ ଦୁନ୍ଦୁଭିରେ ମହୀକମ୍ପୋଯେ—ଭଞ୍ଜ
ଲାବଣ୍ୟବତୀ)